Door43-Catalog_or_tn/MAT/01/09.md

1.4 KiB
Raw Permalink Blame History

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧: ୩ ରେ ବ୍ୟବହାର କରିଅଛ । #. ଆମୋନ ଅନେକଥର ଏହା "ଆମୋଶ" ବୋଲି ଅନୁବାଦ କରାଯାଇଅଛି । #. ଯୋଷୀୟ ଯିକନୀୟଙ୍କ ପିତା ଥିଲେ ପ୍ରକୃତରେ ଯୋଷୀୟ ଯିକନୀୟଙ୍କ ଜେଜେବାପା ଥିଲେ (ଦେଖନ୍ତୁ: UDB) । #. ବାବିଲୋନକୁ ନିର୍ବାସିତ ହେବା ସମୟରେ "ଯେତେବେଳେ ସେମାନେ ବାବିଲୋନକୁ ଯିବା ପାଇଁ ବାଧ୍ୟ କରାଗଲେ" କିମ୍ବା "ଯେତେବେଳେ ବାବିଲୋନୀୟମାନେ ସେମାନଙ୍କୁ ବାବିଲୋନରେ ବାସ କରାଇଲେ" ଯଦି ଆପଣମାନଙ୍କ ଭାଷା ବିଶେଷ ଗୁରୁତ୍ଵ ଦିଏ କେଉଁମାନେ ବାବିଲୋନକୁ ଗଲେ, ଆପଣମାନେ କହିପାରନ୍ତି "ଇସ୍ରାଏଲୀୟମାନେ" କିମ୍ବା "ଇସ୍ରାଏଲୀୟମାନେ ଯେଉଁମାନେ ଯିହୁଦାରେ ବାସ କଲେ" ।