Door43-Catalog_or_tn/MAT/01/07.md

808 B
Raw Permalink Blame History

ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି ସେହି ଶବ୍ଦକୁ ବ୍ୟବହାର କର ଯାହା ଆପଣ ମାଥିଉ ୧: ୩ ରେ ବ୍ୟବହାର କଲେ । #. ଆସା କେତେକ ସମୟରେ ତାହାଙ୍କ ନାମ "ଆସାଫ୍" ନାମରେ ଅନୁବାଦ କରାଯାଇଅଛି । #. ଯୋରାମ ଉଜୀୟଙ୍କ ପିତା ଥିଲେ ପ୍ରକୃତରେ ଯୋରାମ୍ ଉଜୀୟଙ୍କ ଜେଜେବାପାଙ୍କ ଜେଜେବାପା ଥିଲେ, ତେଣୁ "ବାପା" କୁ "ପୁର୍ବପୁରୁଷ" ଭାବରେ ଅନୁବାଦ କରାଯାଇପାରେ (UDB)