Door43-Catalog_or_tn/MAT/01/04.md

2.0 KiB
Raw Permalink Blame History

#. ଯୀଶୁଙ୍କ ପୁର୍ବବର୍ତ୍ତୀ ବଂଶାବଳୀର ତାଲିକା କ୍ରମାଗତ ରହିଛି । ସେହି ଶବ୍ଦକୁ ବ୍ୟବହାର କର ଯାହା ତୁମେ ମାଥିଉ ୧: ୩ ରେ ବ୍ୟବହାର କଲେ । #. ରାହାବଙ୍କ ଦ୍ଵାରା ସଲମୋନ ବୋଆଜଙ୍କ ବାପା ଥିଲେ "ସଲମୋନ ବୋଆଜଙ୍କ ବାପା ଥିଲେ, ଏବଂ ବୋଆଜଙ୍କ ମାଆ ରାହାବ ଥିଲେ" କିମ୍ବା ସଲମୋନ ଏବଂ ରାହାବ ବୋଆଜଙ୍କ ବାପା ମାଆ ଥିଲେ" #. ରୁଥଙ୍କ ଦ୍ଵାରା ବୋଆଜ ଓବେଦଙ୍କ ପିତା ଥିଲେ "ବୋଆଜ ଓବେଦଙ୍କ ପିତା ଥିଲେ, ଏବଂ ଓବେଦଙ୍କ ମାଆ ରୁଥ୍ ଥିଲେ" କିମ୍ବା "ବୋଆଜ ଏବଂ ରୁଥ୍ ଓବେଦଙ୍କ ବାପା ମାଆ ଥିଲେ #. ରାହାବ.....ରୁଥ୍.....ଯେଉଁ ଭାଷାଗୁଡିକର ପୁଲିଙ୍ଗ ବାଚକ ଏବଂ ସ୍ତ୍ରୀଲିଙ୍ଗ ବାଚକର ପ୍ରକାରେ ନାମଗୁଡ଼ିକ ଅଛି, ସେମାନଙ୍କ ନାମ ନିମନ୍ତେ ସ୍ତ୍ରୀଲିଙ୍ଗ ବାଚକ ବ୍ୟବାହାର କରିବା ଉଚିତ୍ ଅଟେ । #. ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଦ୍ଵାରା ଶଲୋମୋନଙ୍କ ପିତା ହେଲେ "ଦାଉଦ ଶଲୋମୋନଙ୍କ ପିତା ଥିଲେ, ଏବଂ ଶଲୋମୋନଙ୍କ ମାଆ ଉରୀୟଙ୍କ ଭାର୍ଯ୍ୟା ଥିଲେ" କିମ୍ବା "ଦାଉଦ ଏବଂ ଉରୀୟଙ୍କ ଭାର୍ଯ୍ୟା ଶଲୋମୋନଙ୍କ ବାପା ମାଆ ଥିଲେ" #. ଉରୀୟଙ୍କ ଭାର୍ଯ୍ୟା "ଉରୀୟଙ୍କ ବିଧବା"