Door43-Catalog_or_tn/LUK/24/52.md

730 B

ସେମାନେ ତାହାଙ୍କର ପ୍ରଣାମ କଲେ

ଏହାର ଅର୍ଥ ନଇଁବା,ଆଣ୍ଠୁପାତିବା କିମ୍ବା ଭକ୍ତି, ନମ୍ରତା, କିମ୍ବା ଭୟ ମିଶ୍ରିତ ପ୍ରଶଂସାରେ ଅନ୍ୟର ପାଦଦ୍ୱୟ ମଧ୍ୟରେ ଆପଣା ମସ୍ତକ ରଖି ଶୋଇବା।

ସର୍ବଦା ମନ୍ଦିରରେ ରହି

ସେମାନେ ପ୍ରତିଦିନ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଯାଉଥିଲେ।

ଈଶ୍ୱରଙ୍କ ସ୍ତବ କରି

“ଈଶ୍ୱରଙ୍କ ପ୍ରଶଂସା କରି” (ୟୁଡିବୀ)