Door43-Catalog_or_tn/LUK/24/50.md

8 lines
1008 B
Markdown

# ଏହା ଘଟିଲା
“ଏହା ଏହିପରି ହେଲା”
# ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ
“ଯେଉଁ ସମୟରେ ଈଶ୍ୱର ସେମାନଙ୍କ ନିମନ୍ତେ ଉତ୍ତମ କରନ୍ତୁ ବୋଲି ଯୀଶୁ ନିବେଦନ କଲେ”
# ନୀତ ହେଲେ
ଯେହେତୁ ଲୁକ ଉଲ୍ଲେଖ କରି ନାହାନ୍ତି କିଏ ଯୀଶୁଙ୍କୁ ଉଠାଇନେଲେ, ଆମ୍ଭେମାନେ ଜାଣୁ ନାହୁଁ, ଯଦି ଈଶ୍ୱର ଆପେ କିମ୍ବା ଜଣେ ବା ଅନେକ ଦୂତମାନେ। ଯଦି ଆପଣଙ୍କ ଭାଷାରେ କିଏ ଉଠାଇବାର କାର୍ଯ୍ୟ କଲେ ବୋଲି ଉଲ୍ଲେଖ ଅଛି, ଏହା ଉତ୍ତମ ହେବ ୟୁଡିବୀ ସହ ସହମତ ହେବା ଯାହା ଲେଖାଅଛି “ଗଲେ”।