Door43-Catalog_or_tn/LUK/24/48.md

1.6 KiB
Raw Permalink Blame History

ତୁମ୍ଭେମାନେ ଏହିସମସ୍ତ ବିଷୟର ସାକ୍ଷୀ ଅଟ

“ମୋ' ବିଷୟରେ ଯେଉଁ ସତ୍ୟ ତୁମ୍ଭେମାନେ ଦେଖିଲ ତାହା ଅନ୍ୟମାନଙ୍କୁ କହିବାକୁ ହେବ”। ଶିଶ୍ୟମାନେ ଯୀଶୁଙ୍କ ଜୀବନ, ମୃତ୍ୟୁ, ଓ ପୁନରୁତ୍‌ଥାନକୁ ଲକ୍ଷ୍ୟ କରିଥିଲେ, ଆଉ ସେ ଅନ୍ୟ ଲୋକମାନଙ୍କ ନିମନ୍ତେ ଯାହା କଲେ ତାହା ସେମାନେ ବର୍ଣ୍ଣନା କଲେ।

ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପାଉଅଛିI

“ମୋହର ପିତା ତୁମ୍ଭମାନଙ୍କୁ ଦେବା ନିମନ୍ତେ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କୁ ଦେବି”

ଶକ୍ତି ପରିଧାନ

“କ୍ଷମତାପ୍ରାପ୍ତ” କିମ୍ବା “ଶକ୍ତିପ୍ରାପ୍ତ” ଯେଉଁ ପ୍ରକାରେ ପରିଧାନ ଏକ ବ୍ୟକ୍ତିକୁ ଆବୋରି ଥାଏ ସେହିପରି ଈଶ୍ୱରଙ୍କ ଶକ୍ତି ସେମାନଙ୍କୁ ଆବୋରିବ। (ଦେଖନ୍ତୁ: ଉଦାହରଣ)

ଉର୍ଦ୍ଧ୍ୱରୁ

“ଉପରୁ” କିମ୍ବା “ଈଶ୍ୱରଙ୍କ ଠାରୁ”