Door43-Catalog_or_tn/LUK/24/45.md

1.3 KiB

ସେ ସେମାନଙ୍କର ବୁଦ୍ଧି ରୂପ ଦ୍ୱାର ଉନ୍ମୁକ୍ତ କଲେ

“ସେ ସେମାନଙ୍କୁ ବୁଝିବା ନିମନ୍ତେ ଯୋଗ୍ୟ କଲେ” (ୟୁଡିବୀ)

ଏହି ପ୍ରକାରେ ଲେଖା ଅଛି

“ଏହି ପ୍ରକାରେ ବହୁକାଳ ପୁର୍ବେ ଲୋକମାନେ ଲେଖିଲେ”

ପାପକ୍ଷମା ନିମନ୍ତେ ମନପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଲୋକମାନଙ୍କର ମନପରିବର୍ତ୍ତନ ଓ ଆପଣା ଆପଣା ପାପ ନିମନ୍ତେ ଈଶ୍ୱରଙ୍କ ଠାରୁ କ୍ଷମାପ୍ରାପ୍ତି ଆବଶ୍ୟକ ଏହି ପ୍ରସଙ୍ଗ ମସୀହଙ୍କ ଅନୁକାରୀମାନେ ଘୋଷଣା କରିବେ।” (ଦେଖନ୍ତୁ: ପ୍ରତ୍ୟକ୍ଷ ଓ ପରୋକ୍ଷ)

ତୃତୀୟ ଦିନରେ

“ଦୁଇ ରାତ୍ରି ପରେ”

ସମସ୍ତ ଜାତି

“ସମସ୍ତ ସମ୍ପ୍ରଦାୟ” କିମ୍ବା “ସମସ୍ତ ଗୋଷ୍ଠୀ”