Door43-Catalog_or_tn/LUK/24/44.md

1.0 KiB

ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ

“ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସମୟରେ”

ମୋଶାଙ୍କ ବ୍ୟବସ୍ଥା ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ଯାହା ଯାହା ଲେଖାଅଛି

ଏହା ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “ଯାହାସବୁ ମୋଶା, ଭାବବାଦୀମାନେ,ଓ ଗୀତସଂହିତାର ଲେଖକମାନେ ଲେଖିଛନ୍ତି”। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେହିସବୁ…ସଫଳ ହେବା ଆବଶ୍ୟକ

“ଈଶ୍ୱର ସେହିସବୁ ସଫଳ କରିବେ”

ଯାହା ଯାହା ଲେଖାଅଛି

“ଯାହା ଯାହା ମୋ' ବିଷୟରେ ଲେଖାଅଛି”