Door43-Catalog_or_tn/LUK/24/41.md

1.1 KiB

ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କଲେ

“ଏହା ବାସ୍ତବରେ ସତ୍ୟ ବୋଲି ସେପର୍ଯ୍ୟନ୍ତ ସୁଦ୍ଧା ବିଶ୍ୱାସ କଲେ ନାହିଁ!” ସେମାନେ ଅତି ଉତ୍ତେଜିତ ଥିଲେ, କିନ୍ତୁ ସେହି ସମୟରେ, ଏହା ସେମାନଙ୍କ ନିମନ୍ତେ ବିଶ୍ୱାସ କରିବାକୁ କଷ୍ଟସାଧ୍ୟ ହେଉଥିଲା ଯେ ଏହା ବାସ୍ତବରେ ଘଟିଅଛି।

ଆଉ ଚମତ୍କୃତ ହେଲେ

“ଆଉ ଆଶ୍ଚର୍ଯ୍ୟାନ୍ୱିତ ହେଲେ” (ୟୁଡିବୀ) କିମ୍ବା “ଆଉ ଏହା କିପରି ହୋଇପାରେ ବୋଲି ଚମତ୍କୃତ ହେଲେ”

ସେମାନଙ୍କ ସାକ୍ଷାତରେ

“ସେମାନଙ୍କ ସମ୍ମୁଖରେ” କିମ୍ବା “ସେମାନେ ଦେଖୁ ଦେଖୁ” (ୟୁଡିବୀ)