Door43-Catalog_or_tn/LUK/24/38.md

1.5 KiB

ତୁମ୍ଭେମାନେ କାହିଁକି ଉଦବିଗ୍ନ ହେଉଅଛ

ଏହି ପ୍ରଭାବିତ ପ୍ରଶ୍ନ ସେମାନଙ୍କୁ ଆଶ୍ୱାସନ ଦେବା ନିମତେ ବ୍ୟବହାର କରାଯାଇଛି। ଏହା ଏହିପରି ଅନୁବାଦ କରାଯାଇପାରେ “ଭୟ କର ନାହିଁ”। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ପୁଣି ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି?

“ତୁମ୍ଭମାନଙ୍କ ହୃଦୟରେ କାହିଁକି ସନ୍ଦେହ କରୁଅଛ?” ଏହି ପ୍ରଭାବିତ ପ୍ରଶ୍ନ ଅଳ୍ପ ଅନୁଯୋଗ କରିବା ନିମନ୍ତେ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ଆପଣା ହୃଦୟରେ ସନ୍ଦେହ କରିବା ବନ୍ଦ କର” ଯୀଶୁ ସେମାନଙ୍କୁ କହୁଥିଲେ ସେ ଜୀବିତ ହୋଇଅଛନ୍ତି ବୋଲି ସନ୍ଦେହ ନ କରନ୍ତୁ। ଏହା ସ୍ପଷ୍ଟ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ମାଂସ ଓ ଅସ୍ଥି

ଏହା ଏକ ପ୍ରକାର ଶରୀରକୁ ଦର୍ଶାଏ।