Door43-Catalog_or_tn/LUK/24/36.md

1.8 KiB

ଯୀଶୁ ଆପେ

ଏହି ଶବ୍ଦ “ଆପେ” ଯୀଶୁଙ୍କୁ କେନ୍ଦ୍ରିତ କରେ ଓ ଯୀଶୁ ସେମାନଙ୍କ ନିକଟରେ ବାସ୍ତବରେ ଉଭା ହେଲେ। ସେମାନଙ୍କ ମଧ୍ୟରୁ ଅନେକେ ତାହାଙ୍କ ପୁନରୁତ୍‌ଥାନ ପରେ ତାହାଙ୍କୁ ଦର୍ଶନ କରି ନ ଥିଲେ।

ସେମାନଙ୍କ ମଧ୍ୟରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁଠାରେ ସେମାନେ ସମସ୍ତେ ତାହାଙ୍କୁ ଦେଖିପାରିବେ।”

ତୁମ୍ଭମାନଙ୍କର ଶାନ୍ତି ହେଉ

“ତୁମ୍ଭମାନଙ୍କର ଶାନ୍ତି ରହୁ” କିମ୍ବା “ଈଶ୍ୱର ତୁମ୍ଭମାନଙ୍କୁ ଶାନ୍ତି ଦେଉନ୍ତୁ!” (ୟୁଡିବୀ) ଏହି ଶବ୍ଦ “ତୁମ୍ଭମାନଙ୍କର” ବହୁବଚନ ଅଟେ। (ଦେଖନ୍ତୁ: ତୁମ୍ଭମାନଙ୍କର ପ୍ରକାର)

ସେମାନେ ତ୍ରାସଯୁକ୍ତ ଓ ଭୀତ ହୋଇଥିଲେ

“ସେମାନେ ବିସ୍ମିତ ଓ ଭୟଭୀତ ହୋଇଥିଲେ” (ୟୁଡିବୀ)

ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ

ସେମାନେ ଏପର୍ଯ୍ୟନ୍ତ ପ୍ରକୃତରେ ବୁଝିପାରି ନ ଥିଲେ ଯେ ଯୀଶୁ ବାସ୍ତବରେ ଜୀବିତ ହୋଇଅଛନ୍ତି।

ଗୋଟିଏ ଭୂତ

ଏଠାରେ ଏକ ମୃତ ବ୍ୟକ୍ତିର ଆତ୍ମାକୁ ଦର୍ଶାଏ।