Door43-Catalog_or_tn/LUK/24/28.md

1.8 KiB

ସେଥିର ନିକଟବର୍ତ୍ତୀ ହୁଅନ୍ତେ

“ସେମାନେ ସେଥିର ନିକଟକୁ ଆସନ୍ତେ” (ୟୁଡିବୀ)

ସେ ଆହୁରି ଆଗକୁ ଯିବାର ଭାବ ଦେଖାଇଲେ

ସେହି ଦୁଇ ବ୍ୟକ୍ତି ତାହାଙ୍କ ଭାବଭଙ୍ଗୀରୁ ଭୁଜିଲେ ଯେ ସେ ଅନ୍ୟ ଗନ୍ତବ୍ୟ ସ୍ଥଳକୁ ଯାଉଅଛନ୍ତି। ବୋଧହୁଏ ସେ ପଥରେ ଚାଲିଯାଉଥିଲେ ଯେତେବେଳେ ସେମାନେ ଗ୍ରାମର ଦ୍ୱାରରେ ପ୍ରବେଶ କରିବା ନିମନ୍ତେ ବୁଲିଲେ।ଏଠାରେ କୌଣସି ସୂଚ଼ନା ନାହି ଯେ ଯୀଶୁ ସେମାନଙ୍କୁ ବାକ୍ୟରେ ଛଳନା କଲେ।

ସେମାନେ ତାହାଙ୍କୁ ବଳାଇ କହିଲେ

“ସେମାନେ ତାହାଙ୍କୁ ଦୃଢ଼ଭାବରେ ବାଧ୍ୟ କଲେ”। ଗ୍ରୀକ୍ ଶବ୍ଦର ଅର୍ଥ ଅତିରିକ୍ତ ସମୟ ନିମନ୍ତେ ଶାରୀରିକ ବଳ ବ୍ୟବହାର କରିବା, କିନ୍ତୁ ଏହା ଏକ ଅତ୍ୟୁକ୍ତି ମନେହୁଏ। ତାହାଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ସେମାନଙ୍କୁ ଉଦ୍ୟମ କରିବାକୁ ପଡ଼ିଲା ଓ କିଛି ସମୟ ନେଲା। (ଦେଖନ୍ତୁ: ଅତ୍ୟୁକ୍ତି)

ଯୀଶୁ ଭୀତରକୁ ଗଲେ

“ଯୀଶୁ ଗୃହ ଭୀତରକୁ ଗଲେ”

ସେମାନଙ୍କ ସହିତ ରହିଲେ

“ସେମାନଙ୍କ” ର ଯୁଗ୍ମ ପ୍ରକାର ବ୍ୟବହାର କରନ୍ତୁ।