Door43-Catalog_or_tn/LUK/24/25.md

1.5 KiB

ଯୀଶୁ ସେମାନଙ୍କୁ କହିଲେ

“ସେମାନଙ୍କୁ” ର ଯୁଗ୍ମ ପ୍ରକାର ବ୍ୟବହାର କରନ୍ତୁ।

ଶିଥିଳଚିତ୍ତମାନେ

“ତୁମ୍ଭମାନଙ୍କ ହୃଦୟ ପ୍ରତିକ୍ରିୟା କରିବା ନିମନ୍ତେ ଦୁର୍ବଳ ଓ ଧିର”

ଏହା କଅଣ ଆବଶ୍ୟକ ନ ଥିଲା

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହାର ଅର୍ଥ “ଏହା ଆବଶ୍ୟକ ଥିଲା।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) ଯୀଶୁ ଦୁଃଖଭୋଗ କରି ଯଥାର୍ଥ କରିଅଛନ୍ତି ଆଉ ଯଦି ଦୁଃଖଭୋଗ କରି ନ ଥାଆନ୍ତେ ତେବେ ସେ ଯଥାର୍ଥ କରି ନ ଥାଆନ୍ତେ।

ଆପଣା ମହିମାରେ ପ୍ରବେଶ କରିବା

ଏହା ସେହି ସମୟକୁ ଦର୍ଶାଏ ଯେତେବେଳେ ଯୀଶୁ ଆପଣା ସୁନ୍ଦରତା, ଓ ମହାନତା, ଓ ଆଦର ଓ ଉପାସନା ପାଇବା ଯୋଗ୍ୟ ବୋଲି ପ୍ରତ୍ୟେକ ଲୋକଙ୍କ ନିକଟରେ ପ୍ରକାଶ କରିବେ।

ଯୀଶୁ ସେମାନଙ୍କୁ ବୁଝାଇଦେଲେ

“ସେମାନଙ୍କୁ” ନିମନ୍ତେ ଯୁଗ୍ମ ପ୍ରକାର ବ୍ୟବହାର କରନ୍ତୁ।