Door43-Catalog_or_tn/LUK/24/22.md

654 B

ଆହୁରି ମଧ୍ୟ

ଏହି ଲୋକମାନେ ଚିନ୍ତା କଲେ ଯେ, ଯୀଶୁଙ୍କ ମୃତ୍ୟୁର ମନ୍ଦ ବିଷୟ ଅପେକ୍ଷା ସ୍ତ୍ରୀଲୋକମାନେ ଯାହା ସୂଚନା ଦେଲେ ତାହା ଭଲ ବିଷୟ ଥିଲା।

ସମାଧି ନିକଟରେ ଥିବା ସମୟରେ

ଏହି ସ୍ତ୍ରୀଲୋକମାନେ ଯେଉଁମାନେ ସମାଧି ନିକଟରେ ଥିଲେ।

ଦୂତମାନଙ୍କର ଦର୍ଶନ ପାଇ

“ଦର୍ଶନରେ ଦୂତମାନଙ୍କୁ ପାଇ”