Door43-Catalog_or_tn/LUK/24/21.md

677 B

କିନ୍ତୁ ଯେ ଇସ୍ରାଏଲକୁ ମୁକ୍ତ କରିବେ

ଯିହୁଦୀମାନଙ୍କୁ ରୋମୀୟମାନେ ଶାସନ କରୁଥିଲେ। ଶିଷ୍ୟମାନେ ଭାବୁଥିଲେ “ଯେ ଇସ୍ରାଏଲକୁ ସେମାନଙ୍କ ରୋମୀ ଶତ୍ରୁମାନଙ୍କ ଠାରୁ ମୁକ୍ତ କରିବେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ମାତ୍ର ଏହା ଛଡା ଏସମସ୍ତ ଘଟିବାର

“ଯୀଶୁଙ୍କୁ ବଧ କରିବା ଘଟଣା ଠାରୁ” (ୟୁଡିବୀ)