Door43-Catalog_or_tn/LUK/24/17.md

786 B

ଆପଣ କଅଣ ଏକାକୀ

“ଆପଣ” ଯୀଶୁଙ୍କୁ ଦର୍ଶାଏ, ଏଠାରେ ଏକବଚନ ବ୍ୟବହାର କରନ୍ତୁ। ଏହା ଏକ ପ୍ରଭାବିତ ପ୍ରଶ୍ନର ଆରମ୍ଭ ଅଟେ। ଯିରୁଶାଲମରେ ଘଟିଥିବା ବିଷୟରେ ଯୀଶୁ ଜାଣି ନ ଥିବା ପରି ଦେଖାଯିବାରୁ କ୍ଲେୟପା ଆପଣା ଆଶ୍ଚର୍ଯ୍ୟମନକୁ ପ୍ରକାଶ କରୁଛନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ହିଁ କେବଳ ଜଣେ ବ୍ୟକ୍ତି ଅଟ।” (ଦେଖନ୍ତୁ ପ୍ରଭାବିତ ପ୍ରଶ୍ନ)