Door43-Catalog_or_tn/LUK/24/13.md

693 B

ଆଉ ଦେଖ

ଏହା ଏକ ଅନ୍ୟ ଘଟଣାର ଆରମ୍ଭକୁ ଚିହ୍ନିତ କରେ ଯାହା ସେହି ସ୍ତ୍ରୀମାନେ ଓ ପିତର ଥିବା ଘଟଣା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ।

ସେହି ଦିନ

“ସେହି ସମାନ ଦିନ” (ୟୁଡିବୀ)

ପ୍ରାୟ ଚାରି କ୍ରୋଶ

“ଏଗାର କିଲୋମିଟର” ଏକ “କ୍ରୀଡାଦର୍ଶନମଞ୍ଚ ବା ଷ୍ଟାଡିୟମ୍” ୧୮୫ ମିଟର ଥିଲା। (ଦେଖନ୍ତୁ: ବାଇବଲ ଅନୁସାରେ ଦୂରତା)