Door43-Catalog_or_tn/LUK/24/11.md

1.3 KiB

କିନ୍ତୁ ଏହି ସମସ୍ତ କଥା ସେମାନଙ୍କ କଥା ସେମାନଙ୍କ ନିକଟରେ ପ୍ରଳାପ ପରି ଲାଗିଲା

“କିନ୍ତୁ ପ୍ରେରିତମାନେ ଚିନ୍ତା କଲେ ଯେ ଏହି ସ୍ତ୍ରୀମାନେ ଯାହା କହିଲେ ତାହା ମୂର୍ଖତାପୂର୍ଣ୍ଣ କଥା ଅଟେ”

ଉଠି

ଏହା ଏକ ଏବ୍ରୀୟ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥ “କାର୍ଯ୍ୟ କରିବାକୁ ଆରମ୍ଭ କଲେ”। ଯେତେବେଳେ ପିତର ଯିବା ନିମନ୍ତେ ସ୍ଥିର କଲେ ଏହା ମହତ୍ୱପୂର୍ଣ୍ଣ ନୁହେଁ ଯେ ସେ ବସିଛନ୍ତି କି ଠିଆ ହୋଇଅଛନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ଯିବାକୁ ଆରମ୍ଭ କଲେ”। (ଦେଖନ୍ତୁ: ରୂଢ଼୍ୟୋକ୍ତି)

ନଇଁପଡ଼ି

“ଅବନତ ହୋଇ” ସମାଧି ଭୀତରକୁ ଦେଖିବା ନିମନ୍ତେ

ସୂକ୍ଷ୍ମ ଲମ୍ବା ବସ୍ତ୍ରସବୁ ଛଡା

“କେବଳ ସୂକ୍ଷ୍ମ ଲମ୍ବା ବସ୍ତ୍ରସବୁ”