Door43-Catalog_or_tn/LUK/24/08.md

1.1 KiB

ତାହାଙ୍କ ବାକ୍ୟ ସ୍ମରଣ କଲେ

“ଯୀଶୁଙ୍କ ବାକ୍ୟ ସ୍ମରଣ କଲେ”

ସମାଧିରୁ ବାହୁଡିଯାଇ

ବର୍ଣ୍ଣନାକାରୀଙ୍କ ଅବଲୋକନର କେନ୍ଦ୍ରବିନ୍ଦୁ ହେଲା ସମାଧି ଓ ପ୍ରେରିତମାନଙ୍କ ମଧ୍ୟରେ ଥିବା ପଥ (ୟୁଏଲ୍‌ବି)। ୟୁଡିବୀ ଅବଲୋକନର କେନ୍ଦ୍ରବିନ୍ଦୁ ହେଲା ସମାଧି, ସେହି ସ୍ତ୍ରୀମାନେ କୌଣସି ବିଷୟ ଛାଡିଲେ ନାହିଁ। ଉଭୟ ଘଟଣାରେ, ସ୍ତ୍ରୀମାନେ ସମାଧିରୁ ପ୍ରସ୍ଥାନ କଲେ ଓ ଯେଉଁଠାରେ ପ୍ରେରିତମାନେ ଥିଲେ ସେହି ସ୍ଥାନକୁ ଗଲେ।

ଅନ୍ୟ ସମସ୍ତଙ୍କୁ

“ଶିଷ୍ୟମାନଙ୍କ ମଧ୍ୟରୁ ଅନ୍ୟ ସମସ୍ତେ ଯେଉଁମାନେ ଏକାଦଶ ପ୍ରେରିତଙ୍କ ସହିତ ଥିଲେ”