Door43-Catalog_or_tn/LUK/24/06.md

2.3 KiB

(ଦୂତମାନେ ସ୍ତ୍ରୀଲୋକମାନଙ୍କ ସହ କଥା କହିଆସୁଅଛନ୍ତି।)

ତାହା ସ୍ମରଣ କର କିପରି ସେ

“ସ୍ମରଣ କର ଯାହା ସେ”

ସେ ତୁମ୍ଭମାନଙ୍କୁ କହିଥିଲେ

ଯୀଶୁ ଅତି କମ୍‌ରେ ଗୋଟିଏ ସପ୍ତାହ ପୂର୍ବରୁ ଯାହା କହିଥିଲେ।

ତୁମ୍ଭମାନଙ୍କୁ

ଏହି ଶବ୍ଦ “ତୁମ୍ଭମାନଙ୍କୁ” ବହୁବଚନ ଅଟେ। ଏହା ସ୍ତ୍ରୀଲୋକମାନେ ଓ ଅନ୍ୟ ଶିଷ୍ୟମାନଙ୍କୁ ଦର୍ଶାଏ। (ଦେଖନ୍ତୁ: ‘ତୁମ୍ଭମାନଙ୍କୁ’ ର ପ୍ରକାର)

ମନୁଷ୍ୟପୁତ୍ର

ଏହା ପରୋକ୍ଷ ଉକ୍ତିର ଆରମ୍ଭ ଅଟେ। ଏହା ଏହିପରି ପ୍ରତ୍ୟକ୍ଷ ଉକ୍ତିରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: କଥନର ଉଦ୍ଧୃତ)

ମନୁଷ୍ୟପୁତ୍ର ଯେ ଅବଶ୍ୟ

“ଏହା ଅତି ଆବଶ୍ୟକ ଥିଲା ମନୁଷ୍ୟପୁତ୍ରଙ୍କ ନିମନ୍ତେ।” ଏହା ଏପରି ଏକ ବିଷୟ ଯାହା ନିଶ୍ଚିତ ରୂପେ ଘଟିବ କାରଣ ଏହା ଘଟିବ ବୋଲି ଈଶ୍ୱର ପୂର୍ବରୁ ସ୍ଥିର କରିଥିଲେ।

ହସ୍ତରେ ସମର୍ପିତ ହୋଇ

“ହସ୍ତାନ୍ତର ହୋଇ” କିମ୍ବା “ଦିଆଯାଇ” ଏହି ବାକ୍ୟ ପ୍ରତ୍ୟକ୍ଷ କ୍ରିୟାରେ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ: “ସେମାନେ ମୋତେ, ମନୁଷ୍ୟପୁତ୍ରଙ୍କୁ, ପାପୀମାନଙ୍କ ହସ୍ତରେ ସମର୍ପଣ କରିବେ” (ୟୁଡିବୀ) କିମ୍ବା “କେତେକ ନିଶ୍ଚିତ ରୂପେ ପାପୀମାନଙ୍କ ହସ୍ତରେ ମନୁଷ୍ୟପୁତ୍ରଙ୍କୁ ସମର୍ପଣ କରିବେ। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)