Door43-Catalog_or_tn/LUK/24/01.md

1.4 KiB

ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ

“ରବିବାରଦିନ ପ୍ରତ୍ୟୁଷ ପୂର୍ବରୁ” (ୟୁଡିବୀ)ଆସିଲେ

ଆସିଲେ

“ପହଞ୍ଚିଲେ”। ୟୁଏଲ୍‌ବୀ ରେ ଲେଖାଯାଏ ଯେହେତୁ ବର୍ଣ୍ଣନାକାରୀ ସେହି ସମାଧି ନିକଟରେ ଥିଲେ, ଓ ସ୍ତ୍ରୀଲୋକମାନେ ସେଠାରେ ପହଞ୍ଚିବା ଦେଖିଲେ। ୟୁଡିବୀ ରେ ଲେଖାଯାଏ ଯେହେତୁ ବର୍ଣ୍ଣନାକାରୀ ଦେଖିଲେ ଯେ ସ୍ତ୍ରୀଲୋକମାନେ ସେହି ଅଜଣା ସ୍ଥାନକୁ ଛାଡ଼ି ସମାଧି ନିକଟକୁ ଗଲେ।

ସମାଧି

ସମାଧି ଏକ ତୀଖ ପାହାଡକୁ କଟାଯାଇଥିଲା।

ପଥରଟା ଗୋଡାଇଦିଆଯାଇଥିଲା

ସମାଧିକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବା ନିମନ୍ତେ ଏକ ବଡ଼, କଟାଯାଇଥିବା, ବୃତ୍ତାକାର ଏକ ବୃହତ ପଥର ଥିଲା। ଏହାକୁ ଗୋଡାଇବା ନିମନ୍ତେ ଅନେକ ବ୍ୟକ୍ତିର ଆବାଶ୍ୟକ ହୁଏ।