Door43-Catalog_or_tn/LUK/23/54.md

2.8 KiB

ଆୟୋଜନର ଦିନ ଥିଲା

“ଯେଉଁ ଦିନ ଲୋକମାନେ ଯିହୁଦୀୟ ବିଶ୍ରାମବାର ଯାହାକୁ ସାବ୍‌ବାଥ୍ କୁହାଯାଏ ତାହା ନିମନ୍ତେ ପ୍ରସ୍ତୁତ ହେଉଥିଲେ” (ୟୁଡିବୀ)

ବିଶ୍ରାମବାରର ପ୍ରତ୍ୟୁଷ ହେଉଥିଲା

“ବିଶ୍ରାମବାରର ଆରମ୍ଭ ଅତିଶିଘ୍ର ସୂର୍ଯ୍ୟାସ୍ତ ପରେ ହେବାକୁ ଯାଉଥିଲା” (ୟୁଡିବୀ)। ଏଠାରେ ପ୍ରତ୍ୟୁଷ ହେଉଛି ଦିନ ଆରମ୍ଭର ଉଦାହରଣ ଅଟେ। ଯିହୁଦୀମାନଙ୍କ ନିମନ୍ତେ ସୂର୍ଯ୍ୟାସ୍ତ ପରେ ଦିନ ଆରମ୍ଭ ହେଉଥିଲା। (ଦେଖନ୍ତୁ: ଉଦାହରଣ)

ଯେଉଁମାନେ ଗାଲିଲୀରୁ ତାହାଙ୍କ ସହିତ ଅସିଥିଲେ

“ଯେଉଁମାନେ ଗାଲିଲୀ ପ୍ରଦେଶରୁ ଯୀଶୁଙ୍କ ସହ ଯାତ୍ରା କରିଥିଲେ”

ପଛେ ପଛେ ଯାଇ

“ଯୋଷେଫ ଓ ଯେଉଁ ଲୋକମାନେ ତାହାଙ୍କ ସହିତ ଥିଲେ ସେମାନଙ୍କ ପଛେ ପଛେ ଯାଇ”

ସମାଧି ଦେଖିଲେ

“ସେହି ସ୍ତ୍ରୀଲୋକମାନେ ସମାଧି ଦେଖିଲେ”

ତାହାଙ୍କ ଶରୀର କିପରି ରଖାଗଲା

“ଲୋକମାନେ କିପରି ଯୀଶୁଙ୍କ ଶରୀରକୁ ସମାଧି ଭୀତରକୁ ରଖିଲେ ତାହା ସେହି ସ୍ତ୍ରୀଲୋକମାନେ ଦେଖିଲେ”

ସେମାନେ ବାହୁଡି ଯାଇ

“ସେହି ସ୍ତ୍ରୀଲୋକମାନେ ଯେଉଁ ଗୃହରେ ରହୁଥିଲେ ସେମାନେ ସେଠାରେ ବାହୁଡିଯାଇ” (ୟୁଡିବୀ)

ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ

“ଯୀଶୁଙ୍କ ଶବସତ୍କାର ନିମନ୍ତେ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ”

ସେମାନେ ବିଶ୍ରାମ କଲେ

“ସ୍ତ୍ରୀମାନେ କୌଣସି କାର୍ଯ୍ୟ କଲେ ନାହିଁ”

ବିଧି ଅନୁସାରେ

“ଯିହୁଦୀୟ ବ୍ୟବସ୍ଥା ଅନୁସାରେ” କିମ୍ବା “ଯିହୁଦୀୟ ବ୍ୟବସ୍ଥା ଯାହା କୁହେ” କିମ୍ବା “ମୋଶାଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ଅନୁସାରେ”