Door43-Catalog_or_tn/LUK/23/52.md

1.3 KiB

ଏହି ବ୍ୟକ୍ତି

“ଯୋଷେଫ”

ପିଲାତଙ୍କ ନିକଟକୁ ଯାଇ, ମାଗିଲେ

“ପିଲାତଙ୍କ ନିକଟକୁ ଯାଇ ଅନୁରୋଧ କଲେ”

ପୁଣି ସେ ତାହା ଓହ୍ଲାଇଆଣି

“ଯୋଷେଫ ଯୀଶୁଙ୍କ ଶରୀରକୁ କୃଶ ଉପରୁ ଓହ୍ଲାଇଆଣି”

ସୂକ୍ଷ୍ମ ବସ୍ତ୍ରରେ ଗୁଡାଇ

“ଶରୀରକୁ ଏକ ଲମ୍ବା ସୂକ୍ଷ୍ମ ବସ୍ତ୍ରରେ ଗୁଡାଇ”

ଗୋଟିଏ ସମାଧିରେ ତାହାଙ୍କୁ ଥୋଇଲେ

“ଯୀଶୁଙ୍କ ଶରୀରକୁ ଗୋଟିଏ ସମାଧିରେ ରଖିଲେ” କିମ୍ବା “ସମାଧି ଘରେ ଯୀଶୁଙ୍କ ଶରୀରକୁ ରଖିଲେ”

ଯାହା ପାହାଡରେ ଖୋଳାହୋଇଥିଲା

“ଯେଉଁ ସମାଧିକୁ କେହିଜଣେ ତୀଖ ପାହାଡକୁ ଖୋଳିଥିଲେf”

ଯହିଁରେ କେହି କେବେ ରଖାଯାଇ ନ ଥିଲା

“ସେହି ସମାଧିରେ କେହି କଦାପି ଶରୀରକୁ ରଖି ନ ଥିଲେ” (ୟୁଡିବୀ)