Door43-Catalog_or_tn/LUK/23/50.md

1.4 KiB

ଆଉ ଦେଖ

ଏହି ଶବ୍ଦ “ଦେଖ” କାହାଣୀରେ ଏକ ନୂତନ ବ୍ୟକ୍ତିର ପରିଚୟ କରାଏ। ହୋଇପାରେ ଆପଣଙ୍କ ଭାଷାରେ ଏହିପରି କରିବା ଶୈଳୀ ଥାଇପାରେ। ଇଂରାଜୀ ବ୍ୟବହାର କରେ “ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏ…”

ମହାସଭାର ସଭ୍ୟ ଥିଲେ

“ଆଉ ସେ ଯିହୁଦୀ ମହାସଭାର ଏକ ସଭ୍ୟ ଥିଲେ”

ଏକ ଉତ୍ତମ ଓ ଧାର୍ମିକ ଲୋକ ଥିଲେ

“ସେ ଏକ ଉତ୍ତମ ଓ ଧାର୍ମିକ ଲୋକ ଥିଲେ”

ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ

“ଯୀଶୁଙ୍କୁ ବଧ କରିବା ନିମନ୍ତେ ମହାସଭାର ନିର୍ଣ୍ଣୟ ଓ ମହାସଭାର କର୍ମ ସହ ଯୋଷେଫ ସମ୍ମତ ହୋଇ ନ ଥିଲେ। ”

ଯିହୁଦୀୟମାନଙ୍କ ହାରାମାଥୀୟ ନଗର

“ଯୋଷେଫ ହାରାମାଥୀୟ ନାମକ ଯିହୁଦୀୟମାନଙ୍କ ଏକ ନଗରର ଥିଲେ।”

ଯେ ଅପେକ୍ଷାରେ ଥିଲେ

“ଯୋଷେଫ ଅପେକ୍ଷାରେ ଥିଲେ”