Door43-Catalog_or_tn/LUK/23/48.md

1.5 KiB

ଲୋକସମୂହ

“ଜନସାଧାରଣ”

ଦୃଶ୍ୟ

“ଘଟଣା” କିମ୍ବା “ଯାହା ଘଟୁଥିଲା”

ଯେଉଁମାନେ ଏକତ୍ର ଆସିଥିଲେ

“ଯେଉଁମାନେ ଏକତ୍ରିତ ହୋଇଥିଲେ”

ସେହିସବୁ ଘଟଣା

“ଯାହା ଘଟୁଥିଲା”

ବାହୁଡି ଯିବାକୁ ଲାଗିଲେ

“ଆପଣା ଗୃହକୁ ବାହୁଡି ଯିବାକୁ ଲାଗିଲେ” (ୟୁଡିବୀ)

ଆପଣା ବକ୍ଷାଘାତ କରୁ କରୁ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ଆପଣା ବକ୍ଷାଘାତ କରି ଏହା ପ୍ରକାଶ କରୁଥିଲେ ଯେ ସେମାନେ ଦୁଃଖିତ ଅଟନ୍ତି” (ୟୁଡିବୀ). (ଦେଖନ୍ତୁ: ଉଦାହରଣ)

ତାହାଙ୍କର ପରିଚିତମାନେ

“ଯେଉଁମାନେ ଯୀଶୁଙ୍କୁ ଜାଣିଥିଲେ” କିମ୍ବା “ଯେଉଁମାନେ ଯୀଶୁଙ୍କୁ ସାକ୍ଷାତ କରିଥିଲେ”

ତାହାଙ୍କ ପଛେ ପଛେ ଆସୁଥିଲେ

“ଯୀଶୁଙ୍କ ପଛେ ପଛେ ଆସୁଥିଲେ”

ଦୂରରେ

“ଯୀଶୁଙ୍କ ଠାରୁ ଅଳ୍ପ ଦୂରରେ”

ଏହିସବୁ

“ଯାହା ଘଟିଥିଲା”