Door43-Catalog_or_tn/LUK/23/46.md

874 B

ଉଚ୍ଚ ସ୍ୱରରେ ଡାକି

“ଚିତ୍କାର କରି”

ତୁମ୍ଭ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କରୁଅଛି

“ତୁମ୍ଭ ଦାୟିତ୍ୱରେ ମୁ ଆପଣା ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରୁଅଛି” ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଏହାର ଯତ୍ନ ନେବ ବୋଲି ଜାଣି ମୁଁ ଆପଣା ଆତ୍ମା ତୁମ୍ଭକୁ ଦେଉଅଛି”

ଏହା କହି

“ଯୀଶୁ ଏହା କହିଲା ପରେ”

ସେ ପ୍ରାଣତ୍ୟାଗ କଲେ

“ଯୀଶୁ ପ୍ରାଣତ୍ୟାଗ କଲେ”

ଏହି ଘଟଣା

“ଯାହା ଘଟିଲା”