Door43-Catalog_or_tn/LUK/23/44.md

1.4 KiB

ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା

“ଯେତେବେଳେ ମଧ୍ୟାହ୍ନ ସମୟ ହୋଇଥିଲା” ସମୟ ଗଣନା ଆରମ୍ଭ ହୁଏ ପ୍ରାତଃ ସକାଳ ୬:୦୦ଟାରୁ ଏହି ପ୍ରଥାକୁ ଦର୍ଶାଏ।(ଦେଖନ୍ତୁ: ବାଇବଲର ସମୟ)

ଦେଶଯାକ ଅନ୍ଧକାର ଘୋଟିଗଲା

“ସମ୍ପୂର୍ଣ୍ଣ ଦେଶରେ ଅନ୍ଧକାର ହେଲା”

ନବମ ପ୍ରହର ପର୍ଯ୍ୟନ୍ତ

“୩ ଘଣ୍ଟା ପର୍ଯ୍ୟନ୍ତ” ସମୟ ଗଣନା ଆରମ୍ଭ ହୁଏ ପ୍ରାତଃ ସକାଳ ୬:୦୦ଟାରୁ ଏହି ପ୍ରଥାକୁ ଦର୍ଶାଏ। (ଦେଖନ୍ତୁ: ବାଇବଲର ସମୟ)

ମନ୍ଦିରର ବିଚ୍ଛେଦବସ୍ତ୍ର

“ମନ୍ଦିର ଭୀତରେ ଥିବା ବିଚ୍ଛେଦବସ୍ତ୍ର”

ମଝିରୁ ଚିରିଗଲା

“ଦୁଇ ଖଣ୍ଡରେ ଚିରିଗଲା (କିମ୍ବା ବିଭାଜିତ) ହେଲା” ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ମନ୍ଦିରର ବିଚ୍ଛେଦବସ୍ତ୍ରକୁ ଦୁଇ ଭାଗରେ ଚିରିଦେଲେ”।