Door43-Catalog_or_tn/LUK/23/42.md

1.4 KiB

ପୁଣି ସେ କହିଲା

“ଦୁଷ୍କର୍ମକାରୀ ଆହୁରି କହିଲା”

ନିଜ ରାଜ୍ୟରେ ପ୍ରବେଶ କଲେ

“ରାଜା ରୂପେ ଶାସନ କରିବା ଆରମ୍ଭ କଲେ” (ୟୁଡିବୀ)

ମୁଁ ତୁମ୍ଭକୁ ସତ୍ୟ କହୁଅଛି

“ସତ୍ୟ” ଯୀଶୁ ଯାହା କହୁଅଛନ୍ତି ତାହା ଗୁରୁତ୍ୱ ଦେବା ନିମନ୍ତେ ଏହା ଯୋଗ କରାଯାଇଛି। ଏହା ଏହିପରି ଅନୁବାଦ କରାଯାଇପାରେ “ତାହା ତୁମ୍ଭେ ଜାଣ ବୋଲି ମୁଁ ଚାହେଁ”।

ପାରଦୀଶ

ଏହା ସେହି ସ୍ଥାନ ଯେଉଁଠାରେ ଧାର୍ମିକ ଲୋକମାନେ ଆପଣା ମୃତ୍ୟୁ ପରେ ଯାଆନ୍ତି। ଏହା ଏହିପରି ଅନୁବାଦ କରାଯାଇପାରେ “ଆନନ୍ଦର ସ୍ଥାନ” “ଧାର୍ମିକମାନଙ୍କ ସ୍ଥାନ” କିମ୍ବା “ଯେଉଁ ସ୍ଥାନରେ ଲୋକମାନେ ଭଲ ଭାବରେ ବାସ କରନ୍ତି”। ଯୀଶୁ ସେହି ବ୍ୟକ୍ତିକୁ ଆଶ୍ୱାସନା ଦେଉଥିଲେ ଯେ ସେ ଈଶ୍ୱରଙ୍କ ସହିତ ରହିବ ଓ ଈଶ୍ୱର ତାହାକୁ ଗ୍ରହଣ କରିବେ।