Door43-Catalog_or_tn/LUK/23/36.md

1.1 KiB

ତାହାଙ୍କ

“ଯୀଶୁ”

ତାହାଙ୍କ ପାଖକୁ ଆସି

“ଯୀଶୁଙ୍କ ନିକଟକୁ ଆସି”

ତାହାଙ୍କୁ ଅମ୍ଳରସ ଯାଚି

“ପିଇବା ନିମନ୍ତେ ଯୀଶୁଙ୍କୁ ଅମ୍ଳରସ ଯାଚି”। ଅନେକ ବାଇବଲର ଛାତ୍ରମାନେ ବିଶ୍ୱାସ କରନ୍ତି ଯେ ସୈନ୍ୟମାନେ ତାହାଙ୍କୁ ବିଦ୍ରୁପ କରିବା ନିମନ୍ତେ ଏହା କଲେ: ସେମାନେ ଜାଣିଲେ ଯେ ସେ ତୃଷାର୍ତ୍ତ ଥିଲେ, ତେଣୁ ସେମାନେ ତାହାଙ୍କ ଓଷ୍ଠରେ ଅମ୍ଳରସ ରଖିଲେ, କିନ୍ତୁ ସେ ଏହା ପିଇଲେ ନାହିଁ।

ତାହାଙ୍କ ଉପରେ ଏହି ଲିପି ମଧ୍ୟ ଲେଖାଥିଲା

“ଏକ ପ୍ରାଚୀରପତ୍ର(ବିଜ୍ଞାପନ ପତ୍ର) ତାହାଙ୍କ ମସ୍ତକ ଉପରେ ଟଙ୍ଗାଯାଇଥିଲା ଯେଉଁଥିରେ ଏହା ଲେଖାଥିଲା”