Door43-Catalog_or_tn/LUK/23/32.md

833 B

ଅନ୍ୟ ଦୁଇଜଣ ଦୁଷ୍କର୍ମକାରୀ

“ଅନ୍ୟ ଦୁଇଜଣ ଯେଉଁମାନେ ଦୁଷ୍କର୍ମକାରୀ ଥିଲେ” (ୟୁଡିବୀ)

ତାହାଙ୍କ ସାଙ୍ଗରେ ନିଆଯାଉଥିଲେ

“ଯୀଶୁଙ୍କ ସାଙ୍ଗରେ ନିଆଯାଉଥିଲେ” କିମ୍ବା “ସୈନ୍ୟମାନେ ଅନ୍ୟ ଦୁଇଜଣ ଦୁଷ୍କର୍ମକାରୀଙ୍କୁ ଯୀଶୁଙ୍କ ସାଙ୍ଗରେ ନେଉଥିଲେ”

ପ୍ରାଣଦଣ୍ଡ ଭୋଗିବା ନିମନ୍ତେ

“ସେମାନଙ୍କୁ ବଧ କରିବା ନିମନ୍ତେ” କିମ୍ବା “ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ”