Door43-Catalog_or_tn/LUK/23/27.md

1.2 KiB

ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିଲେ

“ଯୀଶୁଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିଲେ”

ତାହାଙ୍କର ପଶ୍ଚାତ୍‌ଗମନ କରୁଥିଲେ

“ଯୀଶୁଙ୍କର ପଶ୍ଚାତ୍‌ଗମନ କରୁଥିଲେ”

ଗୋ ଯିରୁଶାଲମର କନ୍ୟାମାନେ

“ଗୋ ନାରୀମାନେ, ଯେଉଁମାନେ ଯିରୁଶାଲମର ଅଟନ୍ତି”

ମୋ' ନିମନ୍ତେ ରୋଦନ କର ନାହିଁ

“ମୋହର ପରିସ୍ଥିତି ନିମନ୍ତେ ରୋଦନ କର ନାହିଁ”

ମାତ୍ର ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର

“ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ଯାହା ଘଟିବାକୁ ଯାଉଅଛି ସେଥି ନିମନ୍ତେ ରୋଦନ କର” (ୟୁଡିବୀ)