Door43-Catalog_or_tn/LUK/23/20.md

723 B

ସେମାନଙ୍କୁ ପୂନର୍ବାର ବୁଝାଇଲେ

“ସେମାନଙ୍କୁ ପୂନର୍ବାର କହିଲେ” କିମ୍ବା “ଜନସାଧାରଣର ଲୋକମାନଙ୍କୁ ପୂନର୍ବାର କହିଲେ”

ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି

“କାରଣ ସେ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରୁଥିଲେ”

ସେ ସେମାନଙ୍କୁ ତୃତୀୟ ଥର କହିଲେ

“ପିଲାତ ଜନସାଧାରଣରକୁ ତୃତୀୟ ଥର ନିମନ୍ତେ ପୂନର୍ବାର କହିଲେ”