Door43-Catalog_or_tn/LUK/23/18.md

1002 B

ସେମାନେ ସମସ୍ତେ ଏକତ୍ର ଚିତ୍କାର କରି

“ଜନସାଧାରଣର ସମସ୍ତ ଲୋକ ଚିତ୍କାର କରି”

ଏହାକୁ ବଧ କର

“ଏହି ଲୋକ ଦୂର ହେଉ!” ଏହା ଦ୍ଵାରା, ଜନସାଧାରଣ ଯାହା କହୁଛନ୍ତି ତାହାର ଅର୍ଥ: “ଏହାକୁ ବଧ କର ଓ ତାହାକୁ ମୁକ୍ତ କର”। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ହେତୁ

“ତାହାର ସମ୍ପୃକ୍ତ ହେତୁ” କିମ୍ବା “ତାହାର ଅପରାଧ ହେତୁ”

କୌଣସି ବିପ୍ଲବ ଯୋଗୁଁ

“ରୋମୀ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିବା ନିମନ୍ତେ ନଗରର ଲୋକମାନଙ୍କୁ ମତାଉଥିଲା।” (ୟୁଡିବୀ)