Door43-Catalog_or_tn/LUK/23/08.md

1.9 KiB

ସେ ଅତ୍ୟନ୍ତ ଆନନ୍ଦିତ ହେଲେ

“ହେରୋଦ ଅତ୍ୟନ୍ତ ଆନନ୍ଦିତ ହେଲେ”

ସେ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ

“ହେରୋଦ ଯୀଶୁଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ”

ସେ ତାହାଙ୍କ ବିଷୟ ଶୁଣିଥିଲେ

“ହେରୋଦ ଯୀଶୁଙ୍କ ବିଷୟ ଶୁଣିଥିଲେ”

ସେ ଆଶା କରୁଥିଲେ

“ହେରୋଦ ଆଶା କରୁଥିଲେ”

ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ

ଏହା ଏହିପରି ପ୍ରତ୍ୟକ୍ଷ ରୂପେ ଅନୁବାଦ କରାଯାଇପାରେ: “ସେ ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଇଚ୍ଛା କରୁଥିଲେ” (ୟୁଡିବୀ)। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତାଙ୍କୁ କୌଣସି ଉତ୍ତର ଦେଲେ ନାହିଁ

“ପ୍ରତ୍ୟୁତ୍ତର ଦେଲେ ନାହିଁ” (ୟୁଡିବୀ) କିମ୍ବା “ହେରୋଦଙ୍କୁ ଉତ୍ତର ଦେଲେ ନାହିଁ”

ଠିଆ ହୋଇ

“ସେଠାରେ ଠିଆ ହୋଇ”

ତାହାଙ୍କ ବିରୁଦ୍ଧରେ ତୀବ୍ରଭାବରେ ଅଭିଯୋଗ କରୁଥିଲେ

“ଯୀଶୁଙ୍କୁ କଠୋରଭାବରେ ଅଭିଯୋଗ କରୁଥିଲେ” କିମ୍ବା “ଦୃଢ଼ଭାବରେ ଅଭିଯୋଗ କରୁଥିଲେ”