Door43-Catalog_or_tn/LUK/23/06.md

1.4 KiB

ଏହା ଶୁଣି

“ଯୀଶୁ ଗାଲିଲୀରେ ଶିକ୍ଷା ଦେବା ଆରମ୍ଭ କଲେ ବୋଲି ଶୁଣି”

ଯେହେତୁ

“ଯଦି”

ଏହି ଲୋକଟା

ଏହା ଯୀଶୁଙ୍କୁ ଦର୍ଶାଏ।

ସେ ଜ୍ଞାତ ହୋଇ

“ପିଲାତ ଜ୍ଞାତ ହୋଇ”

ସେ ହେରୋଦଙ୍କ ରାଜ୍ୟର ଲୋକ ଥିଲେ

ଏହି ଉଦ୍ଧୃତାଂଶ ଏହି ଅବ୍ୟକ୍ତ ସୂଚନାର ସତ୍ୟକୁ ବ୍ୟକ୍ତ କରେ ନାହିଁ ଯେ, ହେରୋଦ ଗାଲିଲୀର ରାଜା ଥିଲେ। ଆପଣମାନେ ଏହି ସୂଚନାକୁ ସ୍ପଷ୍ଟ କରିପାରନ୍ତି: “ଯୀଶୁ ହେରୋଦଙ୍କ ରାଜ୍ୟର ଲୋକ ଥିଲେ କାରଣ ହେରୋଦ ଗାଲିଲୀରେ ଶାସନ କରୁଥିଲେ ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ସେ ପଠାଇଲେ

“ପିଲାତ ପଠାଇଲେ”

ଯେଣୁ ସେ ଆପେ ମଧ୍ୟ

ଏହା ହେରୋଦଙ୍କୁ ଦର୍ଶାଏ।

ଏହି ସମୟରେ

ଏହା ଏହିପରି ଅନୁବାଦ କରାଯାଇପାରେ “ନିସ୍ତାରଭୋଜର ପର୍ବ”।