Door43-Catalog_or_tn/LUK/22/69.md

2.4 KiB

(ଯୀଶୁ ମହାସଭାର ପ୍ରାଚୀନବର୍ଗଙ୍କୁ କହି ଆସୁଅଛନ୍ତି।)

ଅଦ୍ୟାବଧି

“ଏହି ଦିନ ଠାରୁ” କିମ୍ବା “ଆଜି ଦିନ ଠାରୁ ଆରମ୍ଭ”

ମନୁଷ୍ୟପୁତ୍ର

ଯୀଶୁ ଏହି ବାକ୍ୟାଂଶ ଖ୍ରୀଷ୍ଟଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କଲେ। ସେ ସ୍ପଷ୍ଟ କଲେ ଯେ ସେ ଆପଣା ବିଷୟରେ କହୁଥିଲେ, କିନ୍ତୁ ପ୍ରାଚୀନବର୍ଗ ଏହା ଜାଣିବା ନିମନ୍ତେ ଏହା ପଚାରୁଥିଲେ ଯେ ସେ ପ୍ରକୃତରେ କଅଣ କହୁଥିଲେ।

ଈଶ୍ଵରଙ୍କ ପରାକ୍ରମର ଦକ୍ଷିଣପାର୍ଶ୍ଵରେ ଉପବିଷ୍ଟ ହେବେ

ଯିହୁଦୀମାନେ ଚିନ୍ତା କରୁଥିଲେ ଯେ ସେଠାରେ କେହି ଉପବେଶନ କରି ପାରିବେ ନାହିଁ। ସେମାନେ ବିବେଚନା କରନ୍ତି ଏହା କହିବା ସଙ୍ଗେ ସମାନ “ଈଶ୍ଵରଙ୍କ ସାଦୃଶ୍ୟ ଈଶ୍ଵରଙ୍କ ସହ ରହିବା”।

ଈଶ୍ଵରଙ୍କ ପରାକ୍ରମ

“ସର୍ବଶକ୍ତିମାନ ଈଶ୍ଵର” ଏଠାରେ “ପରାକ୍ରମ” ତାହାଙ୍କ ସର୍ବଚ୍ଚ ଅଧିକାରକୁ ଦର୍ଶାଏ।

ତେବେ ତୁମ୍ଭେ କଅଣ ଈଶ୍ଵରଙ୍କ ପୁତ୍ର?

ମହାସଭା ଏହି ପ୍ରଶ୍ନ ପଚାରିଲେ କାରଣ ସେମାନେ ଇଚ୍ଛା କରୁଥିଲେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି ବୋଲି ସେ ଯାହା କହୁଅଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରମାଣ କରନ୍ତୁ। ଏହା ଏହିପରି ଅନୁବାଦ କରାଯାଇପାରେ “ତେଣୁ ତାହା ତୁମ୍ଭେ ଯେବେ କହିଲ, ତୁମ୍ଭେ ଭାବୁଛ ତୁମ୍ଭେ ଈଶ୍ଵରଙ୍କ ପୁତ୍ର ଅଟ?” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା) ପ୍ରଭାବିତ ପ୍ରଶ୍ନ