Door43-Catalog_or_tn/LUK/22/61.md

651 B

ଏହି ଯେଉଁ କଥା ପ୍ରଭୁ କହିଥିଲେ

“ଯୀଶୁଙ୍କ କଥା” କିମ୍ବା “ଯୀଶୁ ଯାହା କହିଥିଲେ”

ଆଜି

ପ୍ରତ୍ୟୁଷ ପୂର୍ବରୁ କିମ୍ବା ପ୍ରତ୍ୟୁଷରେ ଯାହା ଅତିଶିଘ୍ର ଘଟିବାକୁ ଯାଉଅଛି ସେହି ବିଷୟରେ ଯୀଶୁ ଯାହା ପୂର୍ବ ରାତ୍ରୀରେ କହିଥିଲେ। ତେଣୁ ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଆଜି ରାତ୍ରିରେ”।