Door43-Catalog_or_tn/LUK/22/59.md

1.5 KiB

ଦୃଢ଼ଭାବରେ କହିବାକୁ ଲାଗିଲା

“ଦାବି କରି କହିଲା” କିମ୍ବା “ଚିତ୍କାର କରି କହିଲା” (ୟୁଡିବୀ)

ନିଶ୍ଚୟ ଏହି ଲୋକଟା ମଧ୍ୟ

“ଏହି ଲୋକଟା” ପିତରଙ୍କୁ ଦର୍ଶାଏ। ସମ୍ଭବତଃ କହୁଥିବା ଲୋକ ପିତରଙ୍କ ନାମ ଜାଣି ନାହିନ୍ତି।

ସେ ତ ଗାଲିଲୀୟ ଲୋକ

ମାଥିଉ ୨୬:୭୩ କହେ, ଲୋକମାନେ କହୁଥିଲେ ଯେ, ପିତର ଯେଉଁ ପ୍ରକାରେ କଥା କହୁଅଛନ୍ତି ଏଥିରୁ ଜଣାପଡେ ଯେ ସେ ଜଣେ ଗାଲିଲୀୟ ଲୋକ ଥିଲେ ।

ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ

ଏହି ରୂଢ଼୍ୟୋକ୍ତି ଦୃଢ଼ଭାବରେ କହିବା ନିମନ୍ତେ ବ୍ୟବହାର କରାଯାଇଛି “ଯାହା ତୁମ୍ଭେ କହୁଅଛ ତାହା କୌଣସି ପ୍ରକାରେ ସତ୍ୟ ନୁହେଁ” କିମ୍ବା “ଯାହା ତୁମ୍ଭେ କହୁଅଛ ତାହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଟେ”। (ଦେଖନ୍ତୁ: ରୂଢ଼୍ୟୋକ୍ତି)

ସେ କଥା କହୁ କହୁ

“ଯେତେବେଳେ ପିତର କହୁଥିଲେ”