Door43-Catalog_or_tn/LUK/22/54.md

882 B

ତାହାଙ୍କୁ ଧରି ଘେନିଗଲେ

“ଯେଉଁଠାରେ ସେମାନେ ଯୀଶୁଙ୍କୁ ବନ୍ଦୀ କଲେ ସେହି ଉଦ୍ୟାନରୁ ତାହାଙ୍କୁ ଘେନିଗଲେ”

ସେମାନେ ନିଆଁ ଜାଳି

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ସେମାନଙ୍କ ମଧ୍ୟରୁ କେତେକ ନିଆଁ ଜାଳି”। ନିଆଁ ସେମାନଙ୍କୁ ଉଷ୍ମ ରଖିବା ନିମନ୍ତେ ଥିଲା।

ପ୍ରାଙ୍ଗଣର ମଧ୍ୟସ୍ଥଳରେ

ଏହା ପ୍ରଧାନ ଯାଜକଙ୍କ ଗୃହର ପ୍ରାଙ୍ଗଣ ଥିଲା। ଏହାର ଚାରିପାଖ ପ୍ରାଚୀର ଥିଲା, କିନ୍ତୁ ଛାତ ନ ଥିଲା।