Door43-Catalog_or_tn/LUK/22/49.md

862 B

ତାହାଙ୍କ ସଙ୍ଗୀମାନେ

ଏହା ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶାଏ।

ଏଥିରେ କଅଣ ଘଟିବ

ଏହା ଏହିପରି ଅନୁବାଦ କରାଯାଇପାରେ “ କେତେକ ଯାଜକମାନେ ସୈନ୍ୟମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଆସିଥିଲେ।”

ଜଣେ ମହାଯାଜକଙ୍କ ଦାସକୁ ଆଘାତ କରି

“ଜଣେ ମହାଯାଜକଙ୍କ ଦାସକୁ ଖଡ୍‌ଗରେ ଆଘାତ କରି”

ତାହାର କାନ ଛୁଇଁ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେଉଁ କାନ ତାହାର କଟାଯାଇଥିଲା ସେଠାରେ ଛୁଇଁ”।