Door43-Catalog_or_tn/LUK/22/45.md

1.3 KiB
Raw Permalink Blame History

ଆଉ ସେ ପ୍ରାର୍ଥନାରୁ ଉଠି

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ଯୀଶୁ ପ୍ରାର୍ଥନା କଲା ପରେ ଉଠିଲେ” କିମ୍ବା “ପ୍ରାର୍ଥନା କଲା ଉତ୍ତାରେ, ଯୀଶୁ ଉଠିଲେ”

ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ

“ଦେଖିଲେ ଯେ ସେମାନେ ଶୋଉଅଛନ୍ତି କାରଣ ସେମାନେ ଅତି ଦୁଃଖିତ ଥିଲେ”

ତୁମ୍ଭେମାନେ କାହିଁକି ଶୋଉଅଛ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ମୁଁ ଆଶ୍ଚର୍ଯ୍ୟଚକିତ ଯେ ବର୍ତ୍ତମାନ ତୁମ୍ଭେମାନେ ଶୋଉଅଛ” କିମ୍ବା ) “ବର୍ତ୍ତମାନ ତୁମ୍ଭେମାନେ ଶୋଇବା ଉଚିତ୍ ନୁହେଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ପରୀକ୍ଷାରେ ଯେପରି ନ ପଡ଼

“ପରୀକ୍ଷିତ” କିମ୍ବା “ପରୀକ୍ଷାରେ ପଡ଼ି ପାପ କର”