Door43-Catalog_or_tn/LUK/22/43.md

924 B

ତାହାଙ୍କୁ ଦର୍ଶନ ଦେଇ

“ଯୀଶୁଙ୍କୁ ଦର୍ଶନ ଦେଇ”

ତାହାଙ୍କୁ ଶକ୍ତି ପ୍ରଦାନ କଲେ

“ତାହାଙ୍କୁ ଉତ୍ସାହିତ କଲେ”

ସେ ମାର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବରେ ପ୍ରାର୍ଥନା କରିବାକୁ ଲାଗିଲେ

“ସେ ମାର୍ମାନ୍ତିକ ଦୁଃଖରେ ମଗ୍ନ ହେଲେ, ଆଉ ସେ ପ୍ରାର୍ଥନା କଲେ”

ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂଇଁରେ ପଡ଼ିଲା

ଝାଳର ଟୋପା ବଡ଼ ରକ୍ତ ଟୋପା ସଦୃଶ୍ୟ ଆପଣା ଚମଡା ଠାରୁ ଭୂମିରେ ପଡ଼ିଲା। (ଦେଖନ୍ତୁ: ଉପମା)