Door43-Catalog_or_tn/LUK/22/35.md

2.5 KiB

ଯେତେବେଳେ ମୁଁ ତୁମ୍ଭମାନଙ୍କୁ ପଠାଇଥିଲି

ଯୀଶୁ ଆପଣା ପ୍ରେରିତମାନଙ୍କୁ କହୁଥିଲେ।ଏଣୁ କେତେକ ଭାଷାରେ “ତୁମ୍ଭମାନଙ୍କୁ” ର ପ୍ରକାର ବିଭିନ୍ନ ଥାଏ, ଏଠାରେ ବହୁବଚନ ବ୍ୟବହାର କରନ୍ତୁ। (ଦେଖନ୍ତୁ: ତୁମ୍ଭମାନଙ୍କୁ ର ପ୍ରକାର)

ଗାଞ୍ଜିଆ

ଗାଞ୍ଜିଆ ଟଙ୍କା ରଖିବା ଏକ ଥଳି ଅଟେ। ଏଠାରେ ଏହା “ଟଙ୍କା”କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଝୋଲି

ଏହା ଏହିପରି ଅନୁବାଦ କରାଯାଇପାରେ “ଯାତ୍ରୀର ଥଳି” କିମ୍ବା “ଖାଦ୍ୟ” ଯଦି ସେମାନେ ଗୋଟିଏ ନେଲେ ଏହି ଥଳିରେ ରହିଥିବ।

ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?

“ ଯାହା ତୁମ୍ଭମାନଙ୍କ ପାଖରେ ନ ଥିଲା ଏପରି ଜିନିଷ କି ତୁମ୍ଭମାନଙ୍କର ଆବଶ୍ୟକ ଥିଲା?” ଏହି ପ୍ରଭାବିତ ପ୍ରଶ୍ନ ପ୍ରେରିତମାନଙ୍କୁ ସ୍ମରଣ କରିବାକୁ ସାହାଯ୍ୟ କରିବା ନିମନ୍ତେ ଅଟେ ଯାହା, କିପରି ଲୋକମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଗଲେ। (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

କିଛି ନାହିଁ

“ଆମ୍ଭମାନଙ୍କର କିଛି ଅଭାବ ହୋଇ ନାହିଁ”

ଚାଦରଖଣ୍ଡକ

“ଆବରଣ” କିମ୍ବା “ବାହ୍ୟ ବସ୍ତ୍ର”

ସେ ଆପଣା ଚାଦରଖଣ୍ଡକ ବିକି ଖଣ୍ଡା କିଣୁ

ଯୀଶୁ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଦର୍ଶାଉ ନାହାଁନ୍ତି ଯାହା ପାଖରେ ଖଣ୍ଡା ନାହିଁ। ଏହା ଏହିପରି ଅନୁବାଦ କରାଯାଇପାରେ “ଯଦି କାହାର ଖଣ୍ଡା ନାହିଁ, ସେ ଆପଣା ଚାଦରଖଣ୍ଡକ ବିକ୍ରି କରୁ।”