Door43-Catalog_or_tn/LUK/22/24.md

1.5 KiB

ପୁଣି ସେମାନଙ୍କ ମଧ୍ୟରେ ବିବାଦ ଘଟିଲା

“ପ୍ରେରିତମାନେ ଆପଣାମାନଙ୍କ ମଧ୍ୟରେ ବିବାଦ କରିବାକୁ ଆରମ୍ଭ କଲେ” (ୟୁଡିବୀ)

ଶ୍ରେଷ୍ଠ

“ଅତି ମହତ୍ୱ”

ସେ ସେମାନଙ୍କୁ କହିଲେ

“ଯୀଶୁ ପ୍ରେରିତମାନଙ୍କୁ କହିଲେ”

ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି

“କଠୋରଭାବରେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି” କିମ୍ବା “ସେମାନଙ୍କ ଉପରେ ଶକ୍ତି ପ୍ରୟୋଗ କରନ୍ତି”

ଖ୍ୟାତ ହୁଅନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଖ୍ୟାତ ଅଟନ୍ତି” କିମ୍ବା “ଆପଣାକୁ ନାମିତ ହୁଅନ୍ତି”। ସମ୍ଭବତଃ ଲୋକମାନେ ସେହି ବନ୍ଧୁ ଓ ଦେଶବନ୍ଧୁଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ।

ଦେଶବନ୍ଧୁ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଉପକାରୀ ବ୍ୟକ୍ତି” କିମ୍ବା “ଯେଉଁ ନେତାମାନେ ଲୋକମାନଙ୍କୁ ସାହାଯ୍ୟ କରନ୍ତି”।