Door43-Catalog_or_tn/LUK/22/21.md

1.3 KiB

(ଯୀଶୁ ଆପଣା ପ୍ରେରିତମାନଙ୍କୁ କହି ଆସୁଅଛନ୍ତି।)

ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି

“ଯିଏ ମୋତେ ବିଶ୍ଵାସଘାତ କରୁଅଛି”

ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ

“ଯେଣୁ ମନୁଷ୍ୟପୁତ୍ର ବାସ୍ତବରେ ପ୍ରୟାଣ କରୁଅଛନ୍ତି” କିମ୍ବା “କାରଣ ମନୁଷ୍ୟପୁତ୍ର ମୃତ୍ୟୁଭାଗ କରିବେ”

ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁହସ୍ତରେ ସମର୍ପଣ ହେଉଅଛନ୍ତି , ହାୟ, ସେ ଦଣ୍ଡର ପାତ୍ର!

“କିନ୍ତୁ ହାୟ, ସେହି ଲୋକ ଦଣ୍ଡର ପାତ୍ର, ଯାହା ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁହସ୍ତରେ ସମର୍ପଣ ହେଉଅଛନ୍ତି!” କିମ୍ବା “କିନ୍ତୁ ସେହି ଲୋକ ନିମନ୍ତେ ଏହା କିପରି ଭୟାନକ ହେବ ଯିଏ ମନୁଷ୍ୟପୁତ୍ରଙ୍କୁ ଶତ୍ରୁହସ୍ତରେ ସମର୍ପଣ କରୁଅଛି!”