Door43-Catalog_or_tn/LUK/22/14.md

1.4 KiB
Raw Permalink Blame History

ମୁଁ ଏକାନ୍ତ ବାଞ୍ଛା କଲି

“ମୁଁ ଅତ୍ୟଧିକ ଇଚ୍ଛା କଲି” (ୟୁଡିବୀ)

କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି

ଏହି ବାକ୍ୟାଂଶ, ଯୀଶୁ ପରେ ଯାହା କହିବେ ତାହାର ମହତ୍ଵକୁ ଗୁରୁତ୍ୱ ଦେବା ନିମନ୍ତେ ବ୍ୟବହାର କରାଯାଇଛି।

ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ନିସ୍ତାର ପର୍ବ ପାଳନ କରିବାର ଉଦ୍ଦେଶ୍ୟ ସମ୍ପାଦନ ନ ହେବା ପର୍ଯ୍ୟନ୍ତ” କିମ୍ବା ) “ଏହି ନିସ୍ତାର ପର୍ବର ଭୋଜ ପାଳନ ନ କରିବା ପର୍ଯ୍ୟନ୍ତ”। ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ : “ଯେପର୍ଯ୍ୟନ୍ତ ଈଶ୍ଵର ଏହା ସମ୍ପାଦନ ନ କରନ୍ତି” କିମ୍ବା “ଯେପର୍ଯ୍ୟନ୍ତ ଈଶ୍ଵର ନିସ୍ତାରଭୋଜର ପର୍ବ ପାଳନ କରିବାର ଉଦ୍ଦେଶ୍ୟ ସମ୍ପାଦନ ନ କରନ୍ତି।”