Door43-Catalog_or_tn/LUK/22/12.md

943 B

(ଯୀଶୁ ପିତର ଓ ଯୋହନଙ୍କୁ ନିର୍ଦ୍ଦେଶ ଦେଇ ଆସୁଅଛନ୍ତି।)

ସେ ତୁମ୍ଭମାନଙ୍କୁ ଦେଖାଇଦେବ

“ସେହି ଗୃହର କର୍ତ୍ତା ତୁମ୍ଭମାନଙ୍କୁ ଦେଖାଇଦେବ ”

ଉପରିସ୍ଥ ବୃହତ୍ କୋଠରୀ

“ଉପରିସ୍ଥ କୋଠରୀ”। ଯଦି ଆପଣଙ୍କ ସମାଜରେ ଏପରି ଗୃହ ଯେଉଁଠାରେ ଗୋଟିଏ କୋଠାରୀ ଉପରେ ଅନ୍ୟ କୋଠାରୀ ନାହିଁ, ଆପଣମାନେ ଆପଣଙ୍କ ସହରରେ ଥିବା ସେହିପରି ଗୃହକୁ ବର୍ଣ୍ଣନା କରିବା ନିମନ୍ତେ ଚିନ୍ତା କରିବା ଆବଶ୍ୟକ।

ଆଉ ସେମାନେ ଯାଇ

“ଆଉ ପିତର ଓ ଯୋହନ ଯାଇ”