Door43-Catalog_or_tn/LUK/22/10.md

1.8 KiB

ସେ କହିଲେ

ଏହି ଶବ୍ଦ “ସେ” ଯୀଶୁଙ୍କୁ ଦର୍ଶାଏ।

ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଜଣେ ଲୋକକୁ ଜଳକୁମ୍ଭ ଘେନିଯାଉଥିବା ଦେଖିବ”

ଜଳକୁମ୍ଭ ଘେନିଯାଉଥିବା

“ଜଳରେ ପୂର୍ଣ୍ଣ ଏକ କଳସ ବହନ କରିଥିବା”। ସମ୍ଭବତଃ ସେ ଆପଣା କାନ୍ଧରେ ସେହି କଳସ ବହନ କରିଥିବ।

ତାହାର ପଛେ ପଛେ ସେହି ଗୃହକୁ ଯାଇ

ଏହା ଏହିପରି ଅନୁବାଦ କରାଯାଇପାରେ “ତାହାର ପଛେ ପଛେ ଯାଅ ଓ ସେହି ଗୃହରେ ପ୍ରବେଶ କରି”

ଗୁରୁ ଆପଣଙ୍କୁ ପଚାରୁଅଛନ୍ତି

ଏହା ଏକ ପ୍ରତ୍ୟକ୍ଷ ଉକ୍ତି ଅଟେ ଯାହା ଯୀଶୁ ଆପଣା ଶିଷ୍ୟମାନଙ୍କୁ ଯାହା କହନ୍ତି ତାହା ସେମାନେ ତାହାକୁ କହିବେ। ୟୁଡିବୀ ଏହାକୁ ଏକ ପରୋକ୍ଷ ଉକ୍ତି ରୂପେ ଉପସ୍ଥାପନ କରେ: “ଆମ୍ଭମାନଙ୍କ ଗୁରୁ କହିଲେ ଆମ୍ଭମାନଙ୍କୁ ଦେଖାଇବା ନିମନ୍ତେ” (ଦେଖନ୍ତୁ: କଥନର ଉକ୍ତି)

ଗୁରୁ

ଏହା ଯୀଶୁଙ୍କୁ ଦର୍ଶାଏ।

ନିସ୍ତାରପର୍ବ ପାଳନ କରିବୁ

“ନିସ୍ତାରପର୍ବର ଭୋଜ ପାଳନ କରିବୁ”