Door43-Catalog_or_tn/LUK/22/05.md

922 B

ସେମାନେ

“ପ୍ରଧାନ ଯାଜକମାନେ ଓ ସେନାପତିମାନେ”

ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ

ଏହି ଶବ୍ଦ “ତାହାକୁ” ଯିହୁଦାକୁ ଦର୍ଶାଏ।

ଚୁକ୍ତି କଲେ

“ଏକମତ ହେଲେ” ଯଦିଓ ଏହା ପୁନରାବୃତ୍ତି ହୋଇଛି

ତାହାଙ୍କୁ ସମର୍ପଣ କରିବା ନିମନ୍ତେ

“ଯୀଶୁଙ୍କୁ ବନ୍ଦୀ କରିବାକୁ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ”

ଲୋକସମୂହର ଅସାକ୍ଷାତରେ

“ଗୁପ୍ତରେ” କିମ୍ବା “ତାହାଙ୍କ ଚାରିଆଡେ ଲୋକସମୂହ ନ ଥିବା ସମୟରେ” (ୟୁଡିବୀ)