Door43-Catalog_or_tn/LUK/22/03.md

960 B

ଇଷ୍କାରିୟୋତିୟ ଯିହୁଦା ଠାରେ ଶୟତାନ ପ୍ରବେଶ କଲା

ସମ୍ଭବତଃ ଏହା ଦୁଷ୍ଟାତ୍ମା ଗ୍ରସିତ ସହ ସମାନ ଅଟେ। (ଦେଖନ୍ତୁ: ଦୁଷ୍ଟାତ୍ମା ଗ୍ରସିତ)

ପ୍ରଧାନ ଯାଜକମାନେ

“ଯାଜକମାନଙ୍କର ନେତାମାନେ”

ସେନାପତିମାନଙ୍କ

“ମନ୍ଦିର ରକ୍ଷକମାନଙ୍କ ନେତାମାନେ”

କିପରି ସେ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିପାରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯୀଶୁଙ୍କୁ ବନ୍ଦୀ କରିବା ନିମନ୍ତେ କିପରି ସେ ସେମାନଙ୍କୁ ସାହାର୍ଯ୍ୟ କରିପାରେ”।